or_tn/mat/08/31.md

607 B

If you cast us out

ଏହା ସୁଚିତ କରେ ଯେ ମନ୍ଦ ଆତ୍ମା ଜାଣିଥିଲେ ଯାହା ଯୀଶୁ ସେମାନଙ୍କୁ ବାହାର କରିବାକୁ ଯାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେ ଆମମାନଙ୍କୁ ବାହାର କରି ଦେବ” (ଦେଖ: rc://*/ta/man/translate/figs-explicit)

us

ଏହା ମିଶ୍ରିତ ଅଟେ, ଅର୍ଥ କେବଳ ମନ୍ଦ ଆତ୍ମା (ଦେଖ:rc://*/ta/man/translate/figs-exclusive)