or_tn/mat/08/29.md

1.7 KiB

Behold

ଏହା ବୃହତ ବିବରଣୀରେ ଅନ୍ୟ ଏକ ନୁତନ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ତୁମ ଭାଷାରେ ହୁଏତ ଏହା ଦେଖାଇବା ନିମନ୍ତେ ଉପାୟ ଥାଇପାରେ I

What do we have to do with you, Son of God?

ମନ୍ଦ ଆତ୍ମା ପ୍ରଶ୍ନ ବ୍ୟବହାର ହୋଇଛି କିନ୍ତୁ ସେମାନେ ଯୀଶୁଙ୍କ ବିରୋଧୀ ଥିଲେ I ଅନ୍ୟ ଏକ ଅନୁବାଦରେ: ହେ ଈଶ୍ବରଙ୍କ ପୁତ୍ର, ତୁମ୍ଭ ସାଂଗରେ ଆମମାନଙ୍କୁ ବ୍ୟଥିତ କରନାହି !” (ଦେଖ: rc://*/ta/man/translate/figs-rquestion)

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ, ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ:rc://*/ta/man/translate/guidelines-sonofgodprinciples)

Have you come here to torment us before the set time?

ପୁଣି ଥରେ, ମନ୍ଦ ଆତ୍ମା ବିରୋଧ କରି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ନିରୁପିତ ସମୟ ପୂର୍ବରୁ ଆମମାନଙ୍କୁ ଦଣ୍ଡ ଦେବା ଦ୍ବାରା ତୁମେ ଈଶ୍ବରଙ୍କୁ ଅମାନ୍ୟ କରିବା ଉଚିତ ନୁହେ ଯେତେବେଳେ ସେ ଆମମାନଙ୍କୁ ଦଣ୍ଡ ଦେବେ !” (ଦେଖ:rc://*/ta/man/translate/figs-rquestion)