or_tn/mat/08/28.md

1.4 KiB

Connecting Statement:

ଏଠାରେ ଲେଖକ ଯୀଶୁ ସୁସ୍ଥତା କରିବା ବିଷୟକୁ ଫେରନ୍ତି I ଏହା ଯୀଶୁ ଦୁଇଜଣ ଭୁତଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିବା ବିବରଣୀରୁ ଆରମ୍ଭ ହୁଏ I

to the other side

ଗାଲିଲି ସମୁଦ୍ରର ଆରପାରୀରେ

country of the Gadarenes

ଗଦରୀୟମାନେ ଗଦରୀୟ ନଗର ଅନୁସାରେ ନାମିତ ହେଲେ (ଦେଖ:rc://*/ta/man/translate/translate-names)

two men who were possessed by demons

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦୁଇଜଣ ଭୁତଗ୍ରସ୍ତ ଲୋକ” ବା “ଦୁଇଜଣ ଯାହାଙ୍କୁ ମନ୍ଦ ଆତ୍ମା ଅଧିକାର କରିଥିଲେ” (ଦେଖ:rc://*/ta/man/translate/figs-activepassive)

They ... were very violent, so that no traveler could pass that way

ମନ୍ଦ ଆତ୍ମା ଯାହା କବଳରେ ଏହି ଦୁଇଜଣକୁ କବଳିତ କରିଥିଲେ ଅତି ଭୟଙ୍କର ଥିଲେ ଯେ ଏପରିକି ସେହି ଅଞ୍ଚଳ ମଧ୍ୟଦେଇ କେହି ଯାଇ ପାରୁ ନଥିଲେ I