or_tn/mat/08/17.md

8 lines
1.1 KiB
Markdown

# was fulfilled that which had been spoken by Isaiah the prophet
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଯିଶାଇୟ ଭାବବାଦୀଙ୍କ ଦ୍ବାରା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଉକ୍ତ ଏହି ବାକ୍ୟ ସଫଳ କଲେ” (ଦେଖ: [[rc://*/ta/man/translate/figs-activepassive]])
# took our sickness and bore our diseases
ମାଥିଉ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରିଛନ୍ତି I ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାଧାରଣତଃ ସମାନ ଓ ସେ ଆମ୍ଭମାନଙ୍କ ସମସ୍ତ ରୋଗ ସୁସ୍ଥତା କରିବାକୁ ଗରୁତ୍ବ ଦିଏ I ଅନ୍ୟ ଏକ ଅନୁବାଦରେ: “ସେ ସେମାନଙ୍କୁ ସୁସ୍ଥ କଲେ ଓ ବ୍ୟାଧିସବୁ ବହନ କଲେ” (ଦେଖ:[[rc://*/ta/man/translate/figs-parallelism]])