or_tn/mat/08/03.md

925 B

Be clean

ଏପରି କହିବା ଦ୍ବାରା, ଯୀଶୁ ସେହି ବ୍ୟକ୍ତିଙ୍କୁ ସୁସ୍ଥ କଲେ I (ଦେଖ: rc://*/ta/man/translate/figs-imperative)

Immediately he was cleansed

ସେହିକ୍ଷଣି ସେ ଶୁଚି ହେଲା

he was cleansed of his leprosy

ଯୀଶୁଙ୍କ କହିବାର ପରିଣାମ “ଶୁଚି ହୁଅ” ଥିଲା ଯେ ସେହି ବ୍ୟକ୍ତି ସୁସ୍ଥ ହେଲା I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ସୁସ୍ଥ ହେଲା” କିମ୍ବା “କୁଷ୍ଠ ତାହାକୁ ଛାଡି ଗଲା” କିମ୍ବା “କୁଷ୍ଟ ରୋଗ ଶେଷ ହେଲା” (ଦେଖ: rc://*/ta/man/translate/figs-activepassive)