or_tn/mat/06/33.md

893 B

seek first his kingdom and his righteousness

ଏଠାରେ “ରାଜ୍ୟ” ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଈଶ୍ବରଙ୍କ ସେବାରେ ଧ୍ୟାନ ଦିଅ, ଯେ ତୁମ୍ଭମାନଙ୍କ ରାଜା ଅଟନ୍ତି, ଓ ଯାହା ନ୍ୟାୟ ସେ କରନ୍ତି I (ଦେଖ: rc://*/ta/man/translate/figs-metonymy)

all these things will be given to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏହି ସମସ୍ତ ବିଷୟ ତୁମ୍ଭମାନଙ୍କ ନିମନ୍ତେ ଯୋଗାଇବେ” (ଦେଖ: rc://*/ta/man/translate/figs-activepassive)