or_tn/mat/06/30.md

2.7 KiB

so clothes the grass in the fields

ଯୀଶୁ ପୁଷ୍ପମାନଙ୍କ ବିଷୟରେ ଶିକ୍ଷା ଜାରୀ ରଖିଛନ୍ତି ଯେପରି ସେମାନେ ଲୋକମାନଙ୍କ ସଦୃଶ ବସ୍ତ୍ର ପରିଧାନ କରନ୍ତି I ଗଚ୍ଛଗୁଡିକ ସୁନ୍ଦର ଓ ରଙ୍ଗବେରଙ୍ଗର ଫୁଲ ନିମନ୍ତେ ପୁଷ୍ପଗୁଡିକ ବସ୍ତ୍ରାନ୍ବିତ ହେବା ଏକ ରୁପକ ଅଟେ I (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metaphor]])

grass

ଯଦି ତୁମ ଭାଷାରେ “ଘାସ” କୁ ସଂଯୁକ୍ତ କରୁଥିବା ଶବ୍ଦ ଓ ଯେଉଁ “ପୁଷ୍ପ” ନିମନ୍ତେ ପୂର୍ବ ପଦରେ ବ୍ୟବହୃତ ଶବ୍ଦ ଥାଏ, ତେବେ ତୁମେ ଏହାକୁ ଏହି ସ୍ଥାନରେ ବ୍ୟବହାର କରିପାରିବ I

is thrown into the oven

ସେହି ସମୟରେ ଯିହୁଦୀମାନେ ସେମାନଙ୍କର ଖାଦ୍ୟ ରନ୍ଧନ ନିମନ୍ତେ ଘାସ ବ୍ୟବହାର କରୁଥିଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ଏହାକୁ ଅଗ୍ନିରେ ନିକ୍ଷେପ କରନ୍ତି ” କିମ୍ବା “କେହିଜଣେ ଏହାକୁ ଜାଳି ଦିଅନ୍ତି” (ଦେଖ: rc://*/ta/man/translate/figs-activepassive)

how much more will he clothe you ... faith?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେ ଈଶ୍ବର ସେମାନଙ୍କର ଆବଶ୍ୟକତା ଯୋଗାଇବେ I ଅନ୍ୟ ଏକ ଅନୁବାଦରେ: “ସେ ନିଶ୍ଚୟ ତୁମ୍ଭଙ୍କୁ ବସ୍ତ୍ରାନ୍ବିତ କରିବେ… ବିଶ୍ବାସ କର I” (ଦେଖ: rc://*/ta/man/translate/figs-rquestion)

you of little faith

ତୁମ୍ଭମାନଙ୍କ ମଧ୍ୟରୁ ଯାହାର ଅଳ୍ପ ବିଶ୍ବାସ ଅଛି I ଯୀଶୁ ଏହିପରି ଭାବରେ ଲୋକମାନଙ୍କୁ ସମ୍ଭୋଧନ କରୁଥିଲେ ଯେହେତୁ ସେମାନଙ୍କର ବସ୍ତ୍ର ସମ୍ବନ୍ଧୀୟ ଚିନ୍ତା ସେମାନଙ୍କର ଈଶ୍ବରଙ୍କଠାରେ ଅଳ୍ପ ବିଶ୍ବାସକୁ ଦର୍ଶାଏ I