or_tn/mat/06/28.md

1.3 KiB

Why are you anxious about clothing?

ଯୀଶୁ ଲୋକମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ କ”ଣ ପିନ୍ଧିବ ସେଥିନିମନ୍ତେ ଚିନ୍ତା କରନାହିଁ I” (ଦେଖ: rc://*/ta/man/translate/figs-rquestion)

Think about

ବିବେଚନା କର

lilies ... They do not work, and they do not spin cloth

ଯୀଶୁ କ୍ଷେତ୍ରର ପୁଷ୍ପ ଗୁଡିକ ବିଷୟରେ କହୁଛନ୍ତି ଯେପରି ସେମାନେ ଲୋକମାନେ ଥିଲେ ଯେଉଁମାନେ ବସ୍ତ୍ର ପିନ୍ଧନ୍ତି I କ୍ଷେତ୍ରରେ ଥିବା ସୁନ୍ଦର ଓ ରଙ୍ଗବେରଙ୍ଗର ଫୁଲଗୁଡିକ ନିମନ୍ତେ ପୁଷ୍ପଗୁଡିକର ବସ୍ତ୍ରାନ୍ବିତ ହେବା ଏକ ରୁପକ ଅଟେ I (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metaphor]])

lilies

କଇଁ ଫୁଲ ଏକପ୍ରକାର ବନ ଫୁଲ ଅଟେ I (ଦେଖ: rc://*/ta/man/translate/translate-unknown)