or_tn/mat/06/27.md

1.7 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭର” ସମସ୍ତ ବ୍ୟବହାର ବହୁବାଚକ ଅଟନ୍ତି I (ଦେଖ: rc://*/ta/man/translate/figs-you)

Which one of you by being anxious can add one cubit to his lifespan?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରିଛନ୍ତି I ଏଠାରେ “ଆୟୁ ଦଣ୍ଡେ ବୃଦ୍ଧି କରିବା” ଜଣେ ଲୋକ କେତେକାଳ ବଞ୍ଚିବା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ମଧ୍ୟରେ କେହିଜଣେ, ଚିନ୍ତା କରି କରି, ଆପଣା ଆୟୁ ଦଣ୍ଡେ ବୃଦ୍ଧି କରି ପାରେ I ତୁମ୍ଭେ ଏପରିକି ଗୋଟିଏ ମିନିଟ୍ ଆୟୁ ଯୋଗ କରିପାରିବ ନାହିଁ ! ଏଣୁ ତୁମ୍ଭେ ଯେଉଁ ବିଷୟ ଗୁଡିକ ଆବଶ୍ୟକ କର ସେ ବିଷୟରେ ଚିନ୍ତା କରନାହିଁ I” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metaphor]])

one cubit

ଦଣ୍ଡେ ଅଦ୍ଧ କିଲୋମିଟର ଠାରୁ ଟିକେ କମ ଅଟେ I (ଦେଖ: rc://*/ta/man/translate/translate-bdistance)