or_tn/mat/06/15.md

833 B

their trespasses ... your trespasses

ଭାବବାଚକ ବିଶେଷ୍ଵ “ଅପରାଧ” କ୍ରିୟାପଦ ଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେମାନେ ତୁମମାନଙ୍କ ବିରୁଦ୍ଧରେ ଅପରାଧ କରନ୍ତି ... ଯେପରି ତୁମ୍ଭେମାନେ ଈଶ୍ବରଙ୍କ ବିରୁଦ୍ଧରେ ଅପରାଧ କରିଅଛ” କିମ୍ବା ଯେପରି ସେମାନେ ତୁମର କ୍ଷତି କରନ୍ତି ... ଯେପରି ତୁମମାନଙ୍କ କାର୍ଯ୍ୟ ତୁମମାନଙ୍କ ପିତାଙ୍କୁ କ୍ରୋଧିତ କରେ” (ଦେଖ: rc://*/ta/man/translate/figs-abstractnouns)