or_tn/mat/06/11.md

919 B

General Information:

ଏହା ପ୍ରାର୍ଥନାର ଅଂଶ ଅଟେ ଯାହା ଯୀଶୁ ଲୋକମାନଙ୍କୁ ଶିଖାଉଥିଲେ I “ଆମ୍ଭେ”, “ଆମ୍ଭମାନଙ୍କୁ” ଓ “ଆମ୍ଭମାନଙ୍କର” ସମସ୍ତ ଦୃଷ୍ଟାନ୍ତ ସେମାନଙ୍କୁ ବୁଝାଏ ଯେଉଁମାନେ ଏହି ପ୍ରାର୍ଥନା କରିବେ I ସେହି ଶବ୍ଦଗୁଡିକ ଇଶ୍ବରଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେଁ, ଯାହାଙ୍କ ଉଦ୍ଦେଶ୍ୟରେ ସେମାନେ ପ୍ରାର୍ଥନା କରିବେ I (ଦେଖ: rc://*/ta/man/translate/figs-exclusive)

daily bread

ଏଠାରେ “ଆହାର” ସାଧାରଣ ଖାଦ୍ୟକୁ ବୁଝାଏ I (ଦେଖ: rc://*/ta/man/translate/figs-synecdoche)