or_tn/mat/06/05.md

1.7 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I ୫ ଓ ୭ ପଦର ସମସ୍ତ ଘଟଣାରେ “ତୁମେ” ଏବଂ “ତୁମ୍ଭର” ବହୁବାଚକ ଅଟନ୍ତି; ୬ ପଦରେ ସେଗୁଡିକ ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେଗୁଡିକ ହୁଏତ ବହୁବାଚକ ହୋଇ ପାରନ୍ତି I (ଦେଖ: rc://*/ta/man/translate/figs-you)

Connecting Statement:

ଯୀଶୁ ପ୍ରାର୍ଥନା ସମ୍ବନ୍ଧରେ ଶିକ୍ଷାଦେବା ଆରମ୍ଭ କରୁଛନ୍ତି I

so that they may be seen by people

ଏହା ସୁଚିତ କରେ ଯେ ଯେଉଁମାନେ ସେମାନଙ୍କୁ ଦେଖନ୍ତି ସେମାନଙ୍କୁ ସମ୍ମାନ ଦିଅନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଯେପରି ଲୋକମାନେ ତାହାଙ୍କୁ ଦେଖିବେ ଓ ସମ୍ମାନ ଦେବେ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ ଯାହା କହନ୍ତି ତାହାର ଗୃରୁତ୍ବ ଦିଏ I