or_tn/mat/05/47.md

12 lines
971 B
Markdown

# what do you do more than others?
ଏହି ପ୍ରଶ୍ନ ଗୁଡିକ ବକ୍ତବ୍ୟଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ତୁମେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ କିଛି କର ନାହି I” (ଦେଖ: [[rc://*/ta/man/translate/figs-rquestion]])
# greet
ଏହା ଶ୍ରୋତାମାନଙ୍କ ଉତ୍ତମତା ନିମନ୍ତେ ଆଶା ଦେଖାଇବା ଏକ ସାଧାରଣ ଶବ୍ଦ ଅଟେ I
# Do not even the Gentiles do the same thing?
ଏହି ପ୍ରଶ୍ନଗୁଡିକ ଏକ ବକ୍ତବ୍ୟଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏପରିକି ବିଜାତିମାନେ ସମାନ କାର୍ଯ୍ୟ I” (ଦେଖ: [[rc://*/ta/man/translate/figs-rquestion]])