or_tn/mat/05/46.md

2.2 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଏବଂ “ତୁମ୍ଭର”ର ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟେ I (ଦେଖ: rc://*/ta/man/translate/figs-you)

Connecting Statement:

ଯୀଶୁ ପୁରାତନ ନିୟମର ବ୍ୟବସ୍ଥାକୁ ସଫଳ କରିବା ନିମନ୍ତେ ସେ ଆସିଛନ୍ତି ସେହି ବିଷୟରେ ଶିକ୍ଷା ସମାପ୍ତ କରୁଛନ୍ତି I ଏହି ଅଂଶ ମାଥିଉ ୫:୧୭ରେ ଆରମ୍ଭ ହୋଇଥିଲା I

what reward do you get?

ଯୀଶୁ ଲୋକମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରେମକଲେ କୌଣସି ବିଶେଷ କାର୍ଯ୍ୟ ନୁହେ ଯେଉଁଥିନିମନ୍ତେ ଈଶ୍ବର ସେମାନଙ୍କୁ ପୁରସ୍କୃତ କରିବେ I ଏହି ବର୍ଣ୍ଣନାତ୍ମକ ପ୍ରଶ୍ନକୁ ଉକ୍ତି (ବକ୍ତବ୍ୟ)ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ କୌଣସି ପୁରସ୍କାର ପ୍ରାପ୍ତ କରିବ ନାହି” (ଦେଖ: rc://*/ta/man/translate/figs-rquestion)

Do not even the tax collectors do the same thing?

ଏହି ବର୍ଣ୍ଣନାତ୍ମକ ପ୍ରଶ୍ନ ଉକ୍ତି (ବକ୍ତବ୍ୟ)ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏପରିକି କରଗ୍ରାହୀମାନେ ସମାନ ବିଷୟ କରନ୍ତି I” (ଦେଖ: rc://*/ta/man/translate/figs-rquestion)