or_tn/mat/05/44.md

1.0 KiB
Raw Permalink Blame History

But I say

ଯୀଶୁ ଈଶ୍ବର ଏବଂ ତାହାଙ୍କ ବାକ୍ୟରେ ସହମ୍ମତି ହୁଅନ୍ତି, କିନ୍ତୁ ସେ ଧାର୍ମିକ ନେତାମାନେ ଯେପରି ଭାବେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସହମ୍ମତି ହେଉ ନଥିଲେ I “ମୁଁ” ଶବ୍ଦ ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ବୁଝାଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞାସମୁହ ବିଷୟରେ ଯାହା ଯୀଶୁ କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରିଭାବେ ଅନୁବାଦ କରିବାକୁ ଚେଷ୍ଟାକର ଯାହା ସମାନ ଗୁରୁତ୍ବ ଦେଖାଏ I ଦେଖ ତୁମେ ଏହାକୁ [ମାଥିଉ ୫:] (../05/22.md)ରେ କିପରି ଅନୁବାଦ କରିଅଛ I