or_tn/mat/05/38.md

2.2 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ମୁଁ ତୁମକୁ ସତ୍ୟ କହୁଅଛି” ରେ “ତୁମେ” ବହୁବାଚକ ଅଟେ I “ଯେ ତୁମକୁ ଆଘାତ କରେ” ଓ ବୁଝିବାକୁ “ତୁମେ” “ତାହା ପ୍ରତି” ଉଭୟ ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ସେଗୁଡିକ ବହୁବଚନ ହୋଇ ପାରନ୍ତି I (ଦେଖ: rc://*/ta/man/translate/figs-you)

Connecting Statement:

ଯୀଶୁ ପୁରାତନ ନିୟମକୁ କିପରି ସଫଳ କରିବା ନିମନ୍ତେ ଆସିଛନ୍ତି ସେହି ବିଷୟରେ ଶିକ୍ଷା ଦେବାକୁ ଜାରି ରଖିଛନ୍ତି I ଏଠାରେ ସେ ଜଣେ ଶତ୍ରୁ ବିରୋଧରେ ପ୍ରତିଶୋଧ ସମ୍ବନ୍ଧରେ କୁହନ୍ତି I

that it was said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଦେଖ ତୁମେ ଏହାକୁ [ମାଥିଉ ୫:୧୭] (../05/27.md)ରେ କିପରି ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଯାହା ଈଶ୍ବର କହିଥିଲେ” କିମ୍ବା “ଯାହା ମୋଶା କହିଥିଲେ” (ଦେଖ: rc://*/ta/man/translate/figs-activepassive)

eye for an eye, and a tooth for a tooth

ମୋଶାଙ୍କ ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ତାହା ପ୍ରତି ଅନ୍ୟଜଣେ କ୍ଷତି ଘଟାଇଲେ ସମାନଭାବେ ତାହା ପ୍ରତି କ୍ଷତି ଘଟାଇବା ନିମନ୍ତେ ଅନୁମତି ଦେଲା, କିନ୍ତୁ ତାହାଠାରୁ ଅଧିକ ସେ କ୍ଷତି ଘଟାଇପାରିବ ନାହିଁ I