or_tn/mat/05/35.md

2.2 KiB

Connecting Statement:

୩୪ ପଦରେ ଯୀଶୁ ତାହାଙ୍କ ଶିକ୍ଷା ସମାପ୍ତ କରନ୍ତି, ଲୋକମାନଙ୍କୁ ଶପଥ ନ କରିବା ନିମନ୍ତେ କହନ୍ତି I

nor by the earth ... city of the great King

ଏହିଠାରେ ଯୀଶୁ ବୁଝାଇବାକୁ ଚାହାନ୍ତି ଯେ ଲୋକମାନେ ଯେତେବେଳେ ପ୍ରତିଜ୍ଞା କରନ୍ତି କିମ୍ବା ଯାହା ସତ୍ୟ ତାହା କହନ୍ତି, ସେମାନେ ନିଶ୍ଚୟ କୌଣସି ବିଷୟର ଶପଥ କରିବେନାହିଁ I କେତେକ ଲୋକମାନେ ଶିକ୍ଷା ଦିଅନ୍ତି ଯେ ଯଦି ଜଣେବ୍ୟକ୍ତି ଈଶ୍ବରଙ୍କ ନାମରେ ଶପଥ କରେ ଯାହା ସେ କିଛି କରେ, ତେବେ ଏହା ସେ ନିଶ୍ଚୟ କରିବା ଉଚିତ, କିନ୍ତୁ ଯଦି ସେ ନକରି ପାରୁଥିବା ବିଷୟରେ ଶପଥ କରେ, ଯେପରିକି ପୃଥିବୀ କିମ୍ବା ସ୍ବର୍ଗ, ତେବେ ଏହା ଅଳ୍ପ ଲଜ୍ୟାଦାୟକ ଅଟେ ଯଦି ସେ ଯାହା କହିକି ନକରି ପାରେ I ଯୀଶୁ କହନ୍ତି ଯେ ସ୍ବର୍ଗ କିମ୍ବା ପୃଥିବୀ କିମ୍ବା ଯିରୁଶାଲମ ନାମରେ ଶପଥ କରିବା ଯେପରି ଈଶ୍ବରଙ୍କ ନାମରେ ଶପଥ ନେବା ଅଟେ କାରଣ ସେହି ସମସ୍ତ ବିଷୟ ଈଶ୍ବରଙ୍କର ଅଟେ I

it is the footstool for his feet

ଏହି ରୁପକର ଅର୍ଥ ପୃଥିବୀ ମଧ୍ୟ ଇଶ୍ବରଙ୍କର ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ପାଦପିଠ ସଦୃଶ ଅଟେ ଯେଉଁଠାରେ ରାଜା ତାହାଙ୍କ ପାଦ ସ୍ଥାପନ କରନ୍ତି” (ଦେଖ: rc://*/ta/man/translate/figs-metaphor)

for it is the city of the great King

କାରଣ ଏହା ଈଶ୍ବରଙ୍କ ନଗରୀ ଅଟେ ଯାହା ଈଶ୍ବର, ମହାନ ରାଜାଙ୍କର ଅଟେ