or_tn/mat/05/30.md

1.1 KiB

If your right hand causes

ଏହି ତୁଳନାତ୍ମକ ବାକ୍ୟରେ, ହସ୍ତ ଜଣେ ବ୍ୟକ୍ତିର ସମ୍ପୁର୍ଣ୍ଣ କାର୍ଯ୍ୟକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

right hand

ଏହାର ଅର୍ଥ ହସ୍ତ ସବୁଠାରୁ ଗୁରୁତ୍ବପୁର୍ଣ୍ଣ, ଯଦି ବାମହାତ ବିଘ୍ନର କାରଣ ହୁଏ I ତୁମେ ହୁଏତ “ଦକ୍ଷିଣ ହସ୍ତ”କୁ “ଉତ୍ତମ” କିମ୍ବା “ଶକ୍ତିଯୁକ୍ତ”ଭାବେ ଅନୁବାଦ କରିବା ଆବଶ୍ବକ କରିପାର (ଦେଖ: rc://*/ta/man/translate/figs-idiom)

cut it off

ଏହା ଜଣେବ୍ୟକ୍ତି ସବୁକିଛି ପ୍ରୟାସ କରି ପାପଠାରୁ ନିବୃତ ରହିବା ନିମନ୍ତେ ଚେଷ୍ଟାକରିବା ନିମନ୍ତେ ଏକ ଅତିରଞ୍ଜିତ ଅଜ୍ଞା ଅଟେ I (ଦେଖ: rc://*/ta/man/translate/figs-hyperbole)