or_tn/mat/05/25.md

2.3 KiB

Agree with your

ଯୀଶୁ ଲୋକମାନଙ୍କ ଏକଦଳ ସହିତ ସେମାନେ ବ୍ୟକ୍ତିଗତ ଭାବେ କ”ଣ କରିବା ଉଚିତ ବା ଅନୁଚିତ ସେହି ବିଷୟରେ କହୁଛନ୍ତି I ସମସ୍ତ ଘଟଣାରେ “ତୁମେ” ଓ “ତୁମର” ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେମାନେ ବହୁବାଚକ ହେବା ଆବଶ୍ବକ କରିପାରନ୍ତି I (ଦେଖ: rc://*/ta/man/translate/figs-you)

your accuser

ଏହା ହେଉଛି ଜଣେବ୍ୟକ୍ତି ଯେ କି ଅନ୍ୟଜଣକୁ କୌଣସି ବିଷୟ ନିମନ୍ତେ ନିନ୍ଦା କରେ I ସେ ଭୁଲ କରିଥିବା ବ୍ୟକ୍ତିଙ୍କୁ ନ୍ୟାୟଳୟକୁ ନେଇ ବିଚାରପତି ସମ୍ମୁଖରେ ଦୋଷାରୋପ କରେ I

may hand you over to the judge

ଏଠାରେ “ହସ୍ତରେ ସମର୍ପଣ କରିବା” ଅର୍ଥ କେହିଜଣେ ଅନ୍ୟଜଣକୁ ନିୟନ୍ତ୍ରଣରେ ଦେବା I ଅନ୍ୟ ଏକ ଅନୁବାଦରେ: “ସେ ତୁମମାନଙ୍କୁ ବିଚାର କରିବେ” (ଦେଖ: rc://*/ta/man/translate/figs-idiom)

the judge may hand you over to the officer

ଏଠାରେ “ସମର୍ପଣ କରିବା” ଅର୍ଥ କେହିଜଣେ ଅନ୍ୟଜଣକ ଅଧିନରେ ଦେବା I ଅନ୍ୟ ଏକ ଅନୁବାଦରେ: ବିଚାରପତି ପଦାତିକ ହସ୍ତରେ ସମର୍ପଣ କରିବେ” (ଦେଖ: rc://*/ta/man/translate/figs-idiom)

officer

ଜଣେ ବ୍ୟକ୍ତି ଯାହାଙ୍କର ବିଚାରପତିଙ୍କ ନିଷ୍ପତ୍ତିକୁ ବହନ କରିବାର ଅଧିକାର ଅଛି

you may be thrown into prison

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ପଦାତିକ ହୁଏତ ତୁମକୁ କାରାଗାରରେ ନିକ୍ଷିପ୍ତ କରିବ” (ଦେଖ: rc://*/ta/man/translate/figs-activepassive)