or_tn/mat/05/19.md

1.9 KiB

whoever breaks

ଯେକେହି ଅବଜ୍ଞା କରେ କିମ୍ବା “ଯେକେହି ଉପେକ୍ଷା କରେ”

the least one of these commandments

ଏହି ଆଜ୍ଞାସମୁହରୁ ଗୋଟିଏ, ଏପରିକି ବିନ୍ଦୁ ବା ମାତ୍ର

whoever ... teaches others to do so will be called

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ... ଅନ୍ୟମାନଙ୍କୁ ଏପରି କରିବାକୁ ଶିକ୍ଷା ଦିଏ, ଇଶ୍ବର ସେହି ବ୍ୟକ୍ତିଙ୍କୁ ଆହ୍ବାନ କରିବେ” (ଦେଖ: rc://*/ta/man/translate/figs-activepassive)

least in the kingdom of heaven

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଲିଖିତ ଅଟେ I ଯଦି ସମ୍ଭବ ହୁଏ ତୁମ ଅନୁବାଦରେ “ସ୍ବର୍ଗ” ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସ୍ବର୍ଗରାଜ୍ୟରେ ଅତି ଗୁରୁତ୍ବପୁର୍ଣ” କିମ୍ବା “ସ୍ବର୍ଗରେ ଆମ୍ଭମାନଙ୍କ ଈଶ୍ବରଙ୍କ ରାଜତ୍ବ ଅଧିନରେ ଅତି ଗୁରୁତ୍ବପୂର୍ଣ୍ଣ” (ଦେଖ: rc://*/ta/man/translate/figs-metonymy)

keeps them and teaches them

ସମସ୍ତ ଅଜ୍ଞା ଗୁଡିକୁ ପାଳନ କରେ ଓ ଅନ୍ୟ ମାନଙ୍କୁ ସେହିପରି ପାଳନ କରିବାକୁ ଶିକ୍ଷା ଦିଏ

great

ଅଧିକ ଗୁରୁତ୍ବପୁର୍ଣ୍ଣ