or_tn/mat/05/18.md

2.1 KiB

truly I say to you

ମୁଁ ତୁମକୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ କଣ କହିବେ ତାହାକୁ ଗୁରୁତ୍ବ ଦିଏ I

until heaven and earth pass away

ଏଠାରେ “ସ୍ବର୍ଗ” ଓ “ପୃଥିବୀ” ସମଗ୍ର ବିଶ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ଯେପର୍ଯ୍ୟନ୍ତ ବିଶ୍ବବ୍ରହ୍ମାଣ୍ଡ ଲୋପ ନପାଇବ” (ଦେଖ: rc://*/ta/man/translate/figs-merism)

not one jot or one tittle

ଏବ୍ରୀ ହସ୍ତଲିପିରେ ସବୁଠାରୁ କ୍ଷୁଦ୍ର “ମାତ୍ରା” ଥିଲା, ଓ ସଜ୍ଞା ଏକ କ୍ଷୁଦ୍ର ଚିହ୍ନ ଥିଲା ଯାହା ଦୁଇଟି ଏବ୍ରୀ ହସ୍ତଲିପି ମଧ୍ୟରେ ପାର୍ଥକ୍ୟ ଥିଲା I ଅନ୍ୟ ଏକ ଅନୁବାଦରେ: ଏପରିକି ଲିଖିତ ଅତିକ୍ଷୁଦ୍ର ମାତ୍ରା କିମ୍ବା ଏକ ବିନ୍ଦୁର ଅତିକ୍ଷୁଦ୍ର ଅଂଶ ନଥିଲା” (ଦେଖ: rc://*/ta/man/translate/figs-explicit)

all things have been accomplished

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ବିଷୟ ଘଟିଅଛି” କିମ୍ବା “ ଈଶ୍ବର ସମସ୍ତ ବିଷୟ ଘଟାଇଛନ୍ତି” (ଦେଖ: rc://*/ta/man/translate/figs-activepassive)

all things

“ସମସ୍ତ ବିଷୟ” ବାକ୍ୟାଂଶ ବ୍ୟବସ୍ଥାରେ ସମସ୍ତ ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାରେ ସମସ୍ତ ବିଷୟ” କିମ୍ବା “ ସମସ୍ତ ବିଷୟ ଯାହା ବ୍ୟବସ୍ଥାରେ ଲେଖା ଯାଇଛି” (ଦେଖ: rc://*/ta/man/translate/figs-explicit)