or_tn/mat/05/16.md

842 B

Let your light shine before people

ଏହାର ଅର୍ଥ ଯୀଶୁଙ୍କ ଶିଷ୍ୟ ଏପରି ଜୀବନଯାପନ କରିବା ଉଚିତ ଯେ ଅନ୍ୟମାନେ ଈଶ୍ବରଙ୍କ ସତ୍ୟତାକୁ ଜାଣି ପାରିବେ I ଅନ୍ୟ ଏକ ଅନୁବାଦରେ: ତୁମମାନଙ୍କ ଜୀବନ ଏକ ପ୍ରଦୀପ ସ୍ବରୁପ ହେଉ ଯାହା ଲୋକମାନଙ୍କୁ ଆଲୋକ ପ୍ରଦାନ କରିବା” (ଦେଖ: rc://*/ta/man/translate/figs-metaphor)

your Father who is in heaven

ଏହା ତୁମ ଭାଷାରେ ଜାଗତିକ ପିତା ବୁଝାଉଥିବା ବାସ୍ତବିକ ସମାନ ଶବ୍ଦ “ପିତା” ଅନୁବାଦ କରିବା ଉତ୍ତମ ଅଟେ I