or_tn/mat/05/14.md

1.5 KiB

You are the light of the world

ଏହାର ଅର୍ଥ ଯୀଶୁଙ୍କ ଶିଷ୍ୟମାନେ ଈଶ୍ବରଙ୍କ ସତ୍ୟତାର ବାକ୍ୟ ସମସ୍ତ ଲୋକମାନଙ୍କ ନିକଟକୁ ନେବେ ଯେଉଁମାନେ ଈଶ୍ବରଙ୍କୁ ଜାଣି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: ତୁମେମାନେ ଜଗତର ଲୋକମାନଙ୍କ ନିମନ୍ତେ ଏକ ଜ୍ୟୋତି ସ୍ବରୁପ ଅଟ” (ଦେଖ: rc://*/ta/man/translate/figs-metaphor)

A city set on a hill cannot be hidden

ରାତ୍ରରେ ଯେତେବେଳେ ଏହା ଅନ୍ଧକାର ଅଟେ, ଲୋକମାନେ ନଗର ଆଲୋକିତ ହେବା ଦେଖିପାରିବେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରାତ୍ରୀ ସମୟରେ, ଅଲୋକକୁ କେହି ଗୁପ୍ତରେ ରଖି ପାରିବେ ନାହିଁ ଯାହା ପର୍ବତ ଉପରେ ସ୍ଥାପିତ ନଗରୀଠାରୁ ଆଲୋକ ଦିଏ” କିମ୍ବା “ପର୍ବତ ଉପରେ ସ୍ଥାପିତ ନଗରୀର ଆଲୋକ ସମସ୍ତେ ଦେଖି ପାରିବେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metaphor]])