or_tn/mat/05/11.md

993 B

Connecting Statement:

ଯୀଶୁ ଲୋକମାନଙ୍କ ଚରିତ୍ର ବିଷୟରେ ବର୍ଣନା କରିବା ସମାପ୍ତ କରନ୍ତି ଯେଉଁମାନେ ଆଶୀର୍ବାଦ ପ୍ରାପ୍ତ ଅଟନ୍ତି I

Blessed are you

“ତୁମେ” ଶବ୍ଦ ବହୁବାଚକ ଅଟେ I (ଦେଖ: rc://*/ta/man/translate/figs-you)

say all kinds of evil things against you falsely

ତୁମ୍ଭମାନଙ୍କ ବିଷୟରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି କିମ୍ବା “ତୁମ୍ଭମାନଙ୍କ ବିଷୟରେ ଖରାପ ବିଷୟଗୁଡିକ କହନ୍ତି ଯାହା ସତ୍ୟ ନୁହେଁ”

for my sake

ଯେହେତୁ ତୁମ୍ଭେମାନେ ମୋହର ଅନୁଗମନ କରୁଅଛ କିମ୍ବା ତୁମ୍ଭେମାନେ ମୋଠାରେ ବିଶ୍ବାସ କରୁଅଛ”