or_tn/mat/05/10.md

1.4 KiB

those who have been persecuted

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ଲୋକମାନେ ଯେଉଁମାନଙ୍କୁ ଅନ୍ୟମାନେ ଉପଯୁକ୍ତ ବ୍ୟବହାର କରନ୍ତି ନାହିଁ” (ଦେଖ: rc://*/ta/man/translate/figs-activepassive)

for righteousness' sake

କାରଣ ଈଶ୍ବର ଯାହା ଚାହାନ୍ତି ସେମାନେ ତାହା କରନ୍ତି

theirs is the kingdom of heaven

ଏଠାରେ “ସ୍ବର୍ଗରାଜ୍ୟ” ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଉଲ୍ଲେଖ ଅଛି I ଯଦି ସମ୍ଭବ ହୁଏ, ତୁମର ଅନୁବାଦରେ “ସ୍ବର୍ଗ” ଶବ୍ଦକୁ ବ୍ୟବହାର କର I ଦେଖ ତୁମେ ଏହାକୁ କିପରି [ମାଥିଉ ୫:୩] (../05/03.md)ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “କାରଣ ସ୍ବର୍ଗସ୍ଥ ଈଶ୍ବର ସେମାନଙ୍କ ରାଜା ହେବେ” (ଦେଖ: rc://*/ta/man/translate/figs-metonymy)