or_tn/mat/05/09.md

1.1 KiB

the peacemakers

ଏହି ଲୋକମାନେ ଯେଉଁମାନେ ଜଣକୁ ଅନ୍ୟମାନଙ୍କ ସହିତ ପରସ୍ପର ଶାନ୍ତିରେ ରହିବା ନିମନ୍ତେ ସାହାଯ୍ୟ କରନ୍ତି I

for they will be called sons of God

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଇଶ୍ବର ସେମାନଙ୍କୁ ଆପଣାର ସନ୍ତାନ କହିବେ” କିମ୍ବା “ସେମାନେ ଈଶ୍ବରଙ୍କ ସନ୍ତାନ ହେବେ” (ଦେଖ: rc://*/ta/man/translate/figs-activepassive)

sons of God

ଏହାକୁ ଜଣେ ମନୁଷ୍ୟ ପୁତ୍ର କିମ୍ବା ସନ୍ତାନ ସଦୃଶ ବୁଝାଇବା ନିମନ୍ତେ ତୁମମାନଙ୍କ ଭାଷା ପ୍ରାକୃତିକଭାବେ ସମାନ ଶବ୍ଦ ବ୍ୟବହାର କରି “ସନ୍ତାନଗଣ” ଅନୁବାଦ କରିବା ଉତ୍ତମ ଅଟେ I