or_tn/mat/05/08.md

976 B

the pure in heart

ଯେଉଁ ଲୋକମାନଙ୍କ ଅନ୍ତଃକରଣ ଶୁଦ୍ଧ ଅଟେ I ଏଠାରେ ଜଣେ ବ୍ୟକ୍ତିର ଅନ୍ତରସ୍ଥ ଇଚ୍ଛା ବା ଉଦ୍ଦେଶ୍ୟ ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ କେବଳ ଈଶ୍ବରଙ୍କ ସେବା କରିବାକୁ ଚାହାନ୍ତି” (ଦେଖ: rc://*/ta/man/translate/figs-metonymy)

they will see God

ଏରଥାରେ “ଦେଖ” ଅର୍ଥ ସେମାନେ ଈଶ୍ବରଙ୍କ ଉପସ୍ଥିତିରେ ବାସ କରିବା ନିମନ୍ତେ ସକ୍ଷମ ହେବେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ତାହାଙ୍କ ସହିତ ବାସକରିବା ନିମନ୍ତେ ଅନୁମତି ଦେବେ”