or_tn/mat/05/06.md

1.0 KiB

those who hunger and thirst for righteousness

ଏହି ରୁପକ ଲୋକମାନଙ୍କୁ ବର୍ଣ୍ଣନା କରେ ଯେଉଁମାନେ ସତ୍ୟ କରିବାକୁ ଆପ୍ରାଣ ଉଦ୍ୟମ କରନ୍ତି I ଅନ୍ୟ ଏକ ଅନୁବାଦରେ: ଯେଉଁମାନେ ଧାର୍ମିକତା ଜୀବନଯାପନ କରିବା ନିମନ୍ତେ ଇଛା କରନ୍ତି ଯେପରି ସେମାନେ ଖାଦ୍ୟ ଓ ପାନୀୟରେ ଅଭିଳାଷ ରଖନ୍ତି ” (ଦେଖ: rc://*/ta/man/translate/figs-metaphor)

they will be filled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଇଶ୍ବର ସେମାନଙ୍କୁ ତୃପ୍ତ କରିବେ” କିମ୍ବା “ଈଶ୍ବର ସେମାନଙ୍କୁ ସନ୍ତୁଷ୍ଟ କରିବେ” (ଦେଖ: rc://*/ta/man/translate/figs-activepassive)