or_tn/mat/05/04.md

858 B
Raw Permalink Blame History

those who mourn

ସେମାନଙ୍କ ଦୁଃଖର ସମ୍ଭାବିତ କାରଣ ଗୁଡିକ ୧) ଜଗତର ପାପସମୁହ କିମ୍ବା ) ସେମାନଙ୍କ ଆପଣାର ପାପ କିମ୍ବା ୩) ଯେକୌଣସି ବ୍ୟକ୍ତିର ମୃତ୍ୟୁ I ଶୋକ ନିମନ୍ତେ କୌଣସି କାରଣ ଦର୍ଶାଅ ନାହିଁ ଯେପର୍ଯ୍ୟନ୍ତ ତୁମର ଭାଷା ଆବଶ୍ବକ କରେନାହିଁ I

they will be comforted

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ସାନ୍ତ୍ବନା ଦେବେ” (ଦେଖ: rc://*/ta/man/translate/figs-activepassive)