or_tn/mat/04/23.md

20 lines
1.7 KiB
Markdown

#
ଏହା ଗାଲିଲିରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବିବରଣୀର ଶେଷଭାଗ ଅଟେ I ଏହି ପଦଗୁଡିକ ସେ ଯାହା କଲେ ଓ ଲୋକମାନେ କିପରି ଗ୍ରହଣ କଲେ ସେବିଷୟରେ ସାରାଂଶ ଅଟେ I (ଦେଖ: [[rc://*/ta/man/translate/writing-endofstory]])
# teaching in their synagogues
ଗାଲିଲି ଲୋକମାନଙ୍କ ସମାଜଗୃହରେ ଶିକ୍ଷା କିମ୍ବା “ସେହି ଲୋକମାନଙ୍କ ସମାଜଗୃହରେ ଶିକ୍ଷା ଦେଲେ”
# preaching the gospel of the kingdom
ଏଠାରେ “ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସୁସମାଚାର ପ୍ରଚାର ଯାହା ଈଶ୍ବର ଆପଣାକୁ ରାଜାଭାବେ ଦର୍ଶାଇବା” (ଦେଖ: [[rc://*/ta/man/translate/figs-metonymy]])
# every kind of disease and sickness
“ରୋଗ” ଓ “ଅସୁସ୍ଥତା” ଶବ୍ଦଗୁଡିକ ଅତି ନିକଟତର ଅଟନ୍ତି କିନ୍ତୁ ଯଦି ସମ୍ଭବ ହୁଏ ଦୁଇଟିକୁ ଭିନ୍ନଭିନ୍ନ ଭାବେ ଅନୁବାଦ କରିବା ଉଚିତ I “ରୋଗ” ଯାହା ଜଣେବ୍ୟକ୍ତିର ଅସୁସ୍ଥତାର କାରଣ ହୁଏ I
# sickness
ଶାରିରୀକ ଦୁର୍ବଳତା କିମ୍ବା ଯାତନା ଯାହା ଏକ ରୋଗର ପରିଣାମ ଅଟେ I