or_tn/mat/04/18.md

738 B

General Information:

ଏହା ଗାଲିଲିରେ ଯୀଶୁଙ୍କ ସେବାକାର୍ଯ୍ୟ ବିଷୟରେ ବିବରଣୀର ବିଭାଗ ମଧ୍ୟରେ ଏକ ନୁତନ ଦୃଶ୍ୟ ଆରମ୍ଭ କରେ I ଏଠାରେ ସେ ଲୋକମାନଙ୍କୁ ଶିଷ୍ୟ ହେବା ନିମନ୍ତେ ଏକତ୍ର କରୁଛନ୍ତି I

casting a net into the sea

ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥ ସ୍ପଷ୍ଟ ହୋଇଛି I ଅନ୍ୟ ଏକ ଅନୁବାଦରେ: “ମାଛ ଧରିବା ନିମନ୍ତେ ଜାଲ ସଜାଡୁ ଥିଲେ” (ଦେଖ: rc://*/ta/man/translate/figs-explicit)