or_tn/mat/04/14.md

866 B

General Information:

୧୫ ଓ ୧୬ ପଦରେ, ମାଥିଉ ଯିଶାଇୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟ ଉଦ୍ଧୃତକରି ପ୍ରମାଣ କରିବାକୁ ଚାହାନ୍ତି ଯେ ଗାଲିଲିରେ ଯୀଶୁଙ୍କ ସେବାକାର୍ଯ୍ୟ ଭାବବାଣୀର ଏକ ସଫଳତା ଥିଲା I

This happened

ଏହା କଫର୍ନାହୁମରେ ଯୀଶୁ ବାସକରିବା ନିମନ୍ତେ ଯାଉଥିବା ବିଷୟକୁ ବୁଝାଏ I

what was said

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ଈଶ୍ବର କହିଲେ” (ଦେଖ: rc://*/ta/man/translate/figs-activepassive)