or_tn/mat/03/intro.md

2.2 KiB

ମାଥିଉ ୦୩ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଅନେକ ଅନୁବାଦ ଶାସ୍ତ୍ରର ଅତିରିକ୍ତ ଅଂଶକୁ ପୁରାତନ ନିୟମରୁ ଉଦ୍ଧୃତ ବାକ୍ୟ ପୃଷ୍ଠାର ଦୁର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ୩ପଦରେ ଉଦ୍ଧୃତ ବିଷୟବସ୍ତୁ ସହିତ ଏହା କରେ I

ଏହି ଅଧ୍ୟାୟରେ ବିଶେଷ ଧାରଣା

“ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର”

ଶାସ୍ତ୍ରରେ ଫଳ ଏକ ସାଧାରଣ ଚିତ୍ରଣ ଅଟେ I ଲେଖକ ଭଲ କିମ୍ବା ମନ୍ଦ ଆଚରଣ ଗୁଡିକର ପରିଣାମ ବର୍ଣ୍ଣନା କରିବା ନିମନ୍ତେ ଏହାକୁ ବ୍ୟବହାର କରିଛନ୍ତି I ଏହି ଅଧ୍ୟାୟରେ, ଈଶ୍ବରଙ୍କ ଅଜ୍ଞା ପାଳନ କରିବା ସ୍ବରୁପ ଜୀବନଯାପନ କରିବା ପରିଣାମର ଫଳ ଅଟେ I (ଦେଖ: rc://*/tw/dict/bible/other/fruit)

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

“ଈଶ୍ବରଙ୍କ ରାଜ୍ୟ ସନ୍ନିକଟ”

କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗରାଜ୍ୟ” ଉପସ୍ଥିତ ଥିଲା କିମ୍ବା ଏପର୍ଯ୍ୟନ୍ତ ଆସୁଅଛି ଯେତେବେଳେ ଯୋହନ ଏହି ଶବ୍ଦଗୁଡିକ କହିଲେ I ଇଂରାଜୀ ଅନୁବାଦ ସର୍ବଦା ଏହି ବାକ୍ୟାଂଶକୁ “ନିକଟରେ” ବ୍ୟବହାର କରେ କିନ୍ତୁ ଏହି ଶବ୍ଦଗୁଡିକ ଅନୁବାଦ କରିବା ନିମନ୍ତେ କଷ୍ଟକର ହୋଇପାରେ I ଅନ୍ୟ ସଂସ୍କରଣଗୁଡିକ “ସନ୍ନିକଟ” ଏବଂ “ଅତି ସନ୍ନିକଟ” ବ୍ୟବହାର କରନ୍ତି I