or_tn/mat/03/13.md

574 B

Connecting Statement:

ଏଠାରେ ଦୃଶ୍ୟଟି ପରବର୍ତ୍ତୀ ସମୟକୁ କଢେଇ ନିଏ ଯେତେବେଳେ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦିଅନ୍ତି I

to be baptized by John

ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଯୋହନ ତାହାଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: rc://*/ta/man/translate/figs-activepassive)