or_tn/mat/03/10.md

8 lines
1.6 KiB
Markdown

# Connecting Statement:
ବାପ୍ତିଜକ ଯୋହନ ଫାରୁଶୀ ଓ ସାଦ୍ଦୁକୀ ମାନଙ୍କୁ ଅନୁଯୋଗ କରିବା ଜାରିରଖନ୍ତି I
# Already the ax has been placed against the root of the trees. So every tree that does not produce good fruit is chopped down and thrown into the fire
ଏହି ରୁପକର ଅର୍ଥ ଈଶ୍ବର ପାପୀମାନଙ୍କୁ ଦଣ୍ଡ ଦେବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏବେସୁଦ୍ଧା ଈଶ୍ବରଙ୍କର କୁରାଢୀ ଲାଗିଅଛି ଓ ସେ ଗଛଗୁଡିକ ହଣାଯାଇ ନିଆଁରେ ପକାଯିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ଯାହା ମନ୍ଦ ଫଳ ଉତ୍ପନ୍ନ କରେ” ନତୁବା “ଯେପରି ଜଣେବ୍ୟକ୍ତି ଗଚ୍ଛ କାଟି ନିଆରେ ପୋଡିଦେବା ନିମନ୍ତେ ତାହାର କୁରାଢୀ ପ୍ରସ୍ତୁତ କରେ ଯାହା ମନ୍ଦଫଳ ଉତ୍ପନ୍ନ କରେ, ସେହିପରି ଈଶ୍ବର ତୁମର ପାପଗୁଡିକ ନିମନ୍ତେ ତୁମକୁ ଦଣ୍ଡଦେବା ନିମନ୍ତେ ପ୍ରସ୍ତୁତ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]] )