or_tn/mat/03/09.md

12 lines
1.0 KiB
Markdown

# We have Abraham for our father
ଅବ୍ରାହମ ଆମ୍ଭମାନଙ୍କ ପିତା କିମ୍ବା “ଆମ୍ଭେମାନେ ଅବ୍ରାହମଙ୍କ ସନ୍ତାନଗଣ ଅଟୁ” I ଯିହୁଦୀ ନେତାମାନେ ଭାବିଲେ ଯେ ଇଶ୍ବର ସେମାନଙ୍କୁ ଦଣ୍ଡ ଦେବେନାହିଁ ଯେହେତୁ ସେମାନେ ଅବ୍ରାହମଙ୍କ ସନ୍ତାନଗଣ ଥିଲେ I (ଦେଖ: [[rc://*/ta/man/translate/figs-metonymy]])
# For I say to you
ଏହା ଯୋହନ ଯାହା ପ୍ରକାଶ କରିବାକୁ ଯାଉଛନ୍ତି ତାହାକୁ ଗୁରୁତ୍ବ ଦିଏ I
# God is able to raise up children for Abraham even out of these stones
ଈଶ୍ବର ଏପରିକି ଏହି ପଥରଗୁଡିକରୁ ଶାରିରୀକ ସନ୍ତାନଗଣ ଜାତ କରିପାରନ୍ତି ଓ ସେମାନଙ୍କୁ ଅବ୍ରାହମଙ୍କୁ ଦେଇ ପାରନ୍ତି I