or_tn/mat/03/04.md

8 lines
946 B
Markdown

# Now ... wild honey
ଏଠାରେ “ବର୍ତ୍ତମାନ” ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିର ଚିହ୍ନ ସ୍ବରୁପେ ବ୍ୟବହୃତ ଅଟେ I ଏଠାରେ ମାଥିଉ ବାପ୍ତିଜକ ଯୋହନଙ୍କ ବିଷୟରେ ପୃଷ୍ଠଭୁମିର ସୂଚନା ଦିଅନ୍ତି I (ଦେଖ: [[rc://*/ta/man/translate/figs-explicit]])
# wore clothing of camel's hair and a leather belt around his waist
ଏହି ପରିଧାନ ପ୍ରତିକ ସ୍ବରୁପ ବ୍ୟକ୍ତକରେ ଯେ ଯୋହନ ବହୁପୂର୍ବରୁ ଭାବବାଦୀମାନଙ୍କ ସ୍ବରୁପ ଜଣେ ଭାବାବଦୀ ଅଟନ୍ତି, ବିଶେଷତଃ ଏଲିୟ ଭାବବାଦୀ I (ଦେଖ: [[rc://*/ta/man/translate/writing-background]] ଓ [[rc://*/ta/man/translate/translate-symaction]])