or_tn/mat/02/17.md

1.2 KiB

General Information:

ମାଥିଉ ଦର୍ଶାଇବା ନିମନ୍ତେ ଯିରିମିୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟକୁ ଉଦ୍ଧୃତ କରନ୍ତି ଯାହା ଶାସ୍ତ୍ର ଅନୁସାରେ ବେଥଲିହିମର ଅଞ୍ଚଳରେ ସମସ୍ତ ପୁରୁଷ ସନ୍ତାନଗଣର ମୃତ୍ୟୁ ହେଲା I

Then was fulfilled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ସଫଳ ହେଲା” କିମ୍ବା “ହେରୋଦଙ୍କ କାର୍ଯ୍ୟ ସଫଳ ହେଲା” (ଦେଖ: rc://*/ta/man/translate/figs-activepassive)

what had been spoken through Jeremiah the prophet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯିରିମିୟଙ୍କ ଭାବବାଦୀ ଦ୍ବାରା ସଦାପ୍ରଭୁ ବହୁପୂର୍ବରୁ କହିଥିଲେ” (ଦେଖ: rc://*/ta/man/translate/figs-activepassive)