or_tn/mat/02/12.md

786 B
Raw Permalink Blame History

God warned them

ପରବର୍ତ୍ତୀ ସମୟରେ, ଈଶ୍ବର ପଣ୍ଡିତମାନଙ୍କୁ ଚେତନା ଦେଲେ I ଈଶ୍ବର ଜାଣିଥିଲେ ଯେ ହେରୋଦ ଶିଶୁର କ୍ଷତି କରିବାକୁ ଚାହୁଁଥିଲା I

dream not to return to Herod, so

ଏହାକୁ ପ୍ରତ୍ୟେକ୍ଷ ଉଦ୍ଧୃତ ବାକ୍ୟଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସ୍ବପ୍ନରେ ପ୍ରତ୍ୟାଦେଶ ପାଇଲେ, ରାଜା ହେରୋଦଙ୍କ ନିକଟକୁ ଫେରି ଯାଅ ନାହିଁ‘ ତେଣୁ” (ଦେଖ: rc://*/ta/man/translate/figs-quotations)