or_tn/mat/02/07.md

1.3 KiB

Herod secretly called the learned men

ଏହାର ଅର୍ଥ ଯେ ଅନ୍ୟ ଲୋକାମାନଙ୍କୁ ନଜଣାଇ ପଣ୍ଡିତମାନଙ୍କଠାରୁ ସୁକ୍ଷ୍ମରୁପେ ବୁଝିନେଲେ I

men to ask them exactly what time the star had appeared

ଏହାକୁ ଏକ ପ୍ରତ୍ୟେକ୍ଷ ଉକ୍ତିଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ହେ ଲୋକମାନେ, ଓ ସେ ସେମାନଙ୍କୁ ପଚାରିଲେ, ‘ଏହି ତାରା ପ୍ରକୃତରେ କେତେବେଳେ ଦେଖାଯାଏ ?” (ଦେଖ: rc://*/ta/man/translate/figs-quotations)

what time the star had appeared

ଏହା ସୁଚାଇ ଦିଏ ଯେ ପଣ୍ଡିତମାନେ ତାହାଙ୍କୁ କହିଲେ କେତେବେଳେ ତାରା ଦେଖାଗଲା I ଅନ୍ୟ ଏକ ଅନୁବାଦରେ: “କେଉଁ ସମୟରେ ତାରା ଦେଖାଗଲା I ତାରା କେଉଁ ସମୟରେ ପ୍ରଥମେ ଦେଖାଗଲା ପଣ୍ଡିତମାନେ ହେରୋଦଙ୍କୁ କହିଲେ” (ଦେଖ: rc://*/ta/man/translate/figs-explicit)