or_tn/mat/01/20.md

862 B

As he thought

ଯୋଶେଫ ଏପରି ଚିନ୍ତା କରିବା ସମୟରେ

appeared to him in a dream

ତାହାଙ୍କ ମନ ଭିତରକୁ ଆସିଲା ଯେତେବେଳେ ଯୋଶେଫ ସ୍ବପ୍ନ ଦେଖୁଥିଲେ

son of David

ଏଠାରେ “ପୁତ୍ର” ଅର୍ଥ “ସନ୍ତାନଗଣ”

the one who is conceived in her is conceived by the Holy Spirit

ଏହାକୁ କର୍ତ୍ତୁବଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପବିତ୍ରଆତ୍ମା ଏହି ପୁତ୍ରକୁ ଗର୍ଭଧାରଣ କରିବା ନିମନ୍ତେ ମରିୟମଙ୍କୁ କର୍ତ୍ତୁତ୍ବ କଲେ” (ଦେଖ: rc://*/ta/man/translate/figs-activepassive)