or_tn/mat/01/19.md

962 B

Joseph, her husband

ଯୋଶେଫ ଏପର୍ଯ୍ୟନ୍ତ ମରିୟମଙ୍କୁ ବିବାହ କରି ନଥିଲେ, କିନ୍ତୁ ଯେତେବେଳେ ଜଣେ ପୁରୁଷ ଓ ଜଣେ ମହିଳା ପରସ୍ପରକୁ ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ଯିହୁଦୀମାନେ ସେମାନଙ୍କୁ ସ୍ବାମୀ ଓ ସ୍ତ୍ରୀ ଭାବେ ପରିଗଣିତ କଲେ ଯଦିୟ ସେମାନେ ଏକତ୍ର ବାସ କରୁ ନଥିଲେ I ଅନ୍ୟ ଏକ ଅନୁବାଦରେ: “ଯୋଶେଫ, ଯେ ମରିୟମଙ୍କୁ ବିବାହ କରିବାର ଥିଲା” (ଦେଖ: rc://*/ta/man/translate/figs-explicit)

divorce her

ବିବାହ ହେବା ନିମନ୍ତେ ସେମାନଙ୍କ ଯୋଜନାକୁ ସ୍ଥଗିତ କରନ୍ତି