or_tn/mat/01/18.md

2.7 KiB

General Information:

ଏହା ବିବରଣୀର ନୁତନ ଭାଗ ଆରମ୍ଭ କରେ ଯାହାକୁ ଲେଖକ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତରେ ବର୍ଣ୍ଣନା କରିଛନ୍ତି

His mother, Mary, was engaged to marry Joseph

ତାହାଙ୍କ ମାତା, ମରିୟମଙ୍କର, ଯୋଶେଫଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥିଲା I ସାଧାରଣତଃ ପିତାମାତା ସେମାନଙ୍କ ସନ୍ତାନଗଣର ବିବାହ ଆୟୋଜନ କରିଥାନ୍ତି, ଅନ୍ୟ ଏକ ଅନୁବାଦରେ:”ମରିୟମଙ୍କ ପିତାମାତା, ଯୀଶୁଙ୍କ ମାତା, ଯୋଶେଫଙ୍କୁ ବିବାହ ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ” (ଦେଖ: rc://*/ta/man/translate/figs-explicit)

His mother, Mary, was engaged

ଏପରିଭାବେ ଅନୁବାଦ କର ଯାହା ସ୍ପଷ୍ଟ କରେ ଯେ ଯୀଶୁ ଜନ୍ମ ହୋଇ ନଥିଲେ ଯେତେବେଳେ ମରିୟମ ଓ ଯୋସେଫଙ୍କର ବିବାହ ନିର୍ବନ୍ଧ ହେଲା I ଅନ୍ୟ ଏକ ଅନୁବାଦରେ: ମରିୟମ, ଯେ ଯୀଶୁଙ୍କ ମାତା ହେବେ, ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା” (ଦେଖ: rc://*/ta/man/translate/figs-explicit)

before they came together

ସେମାନେ ବିବାହ ହେବା ପୂର୍ବରୁ I ଏହା ହୁଏତ ମରିୟମ ଓ ଯୋସେଫଙ୍କ ସହବାସକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୂର୍ବରୁ ସେମାନେ ସହବାସ କରିଥିଲେ” (ଦେଖ: rc://*/ta/man/translate/figs-euphemism)

she was found to be pregnant

ଏହାକୁ କର୍ତ୍ତୁବାଚ୍ୟରେ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ବୁଝିପାରିଲେ ଯେ ସେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି” କିମ୍ବା “ଏହା ଜଣାପଡିଲା ଯେ ସେ ଗର୍ଭବତୀ ଥିଲେ” (ଦେଖ: rc://*/ta/man/translate/figs-activepassive)

by the Holy Spirit

ସେ ପୁରୁଷ ସହିତ ସହବାସ କରିବା ପୂର୍ବରୁ ପବିତ୍ରଆତ୍ମାଙ୍କ କର୍ତ୍ତୁତ୍ବ ମରିୟମଙ୍କୁ ଗର୍ଭବତୀ ହେବାରେ ସକ୍ଷମ କରିଲେ I