or_tn/mat/01/11.md

1.7 KiB

Josiah was an ancestor of Jechoniah

“ପୂର୍ବପୁରୁଷ” ନିମନ୍ତେ ଆହୁରି ଏକ ବିଶେଷ ପଦ ବ୍ୟବହାର ହୋଇପାରେ, ବିଶେଷତଃ ଯଦି “ପୂର୍ବ ପୁରୁଷ” ଶବ୍ଦ କେବଳ ଯେକୌଣସି ବ୍ୟକ୍ତି ନିମନ୍ତେ ବ୍ୟବହୃତ ହୁଏ ଯେଉଁମାନେ ଜଣକର ପୂର୍ବପୁରୁଷମାନଙ୍କ ପୂର୍ବରୁ ବାସ କଲେ I ଅନ୍ୟ ଏକ ଅନୁବାଦରେ: “ଯିଶୀୟ ଯିକନୀୟଙ୍କ ପିତାମହ ଥିଲେ”

at the time of the deportation to Babylon

ଯେଉଁ ସମୟରେ ସେମାନେ ବାବିଲକୁ ନିର୍ବାସିତ ହେବା ନିମନ୍ତେ ବାଧ୍ୟହେଲେ କିମ୍ବା “ଯେଉଁ ସମୟରେ ବାବିଲର ଲୋକମାନେ ସେମାନଙ୍କୁ ପରାଜିତ କଲେ ଏବଂ ସେମାନଙ୍କୁ ବଳପୂର୍ବକ ବାବିଲରେ ବାସ କରିବା ନିମନ୍ତେ ବାଧ୍ୟକଲେ I “ଯଦି ତୁମ ଭାଷା କିଏ ବାବିଲକୁ ଯାଇଥିଲେ ସଦୃଶ ବିଶେଷ ତଥ୍ୟ ଆବଶ୍ୟକ କରେ, ତେବେ ତୁମେ କହିପାରିବ “ଇସ୍ରାଏଲମାନେ” କିମ୍ବା “ଇସ୍ରାଏଲ ଲୋକମାନେ ଯେଉଁମାନେ ଯିହୁଦାରେ ବାସ କରୁଥିଲେ I”

Babylon

ଏଠାରେ ଏହାର ଅର୍ଥ ବାବିଲ ରାଜ୍ୟ, କେବଳ ବାବିଲ ନଗରକୁ ନୁହେଁ I