or_tn/mat/01/02.md

1.1 KiB

Abraham was the father of Isaac

ଅବ୍ରାହମ ଇସହାକଙ୍କ ପିତା ହେଲେ କିମ୍ବା “ଅବ୍ରାହମଙ୍କର ଜଣେ ପୁତ୍ର ଇସହାକ ଥିଲେ” କିମ୍ବା “ଅବ୍ରାହମଙ୍କର ଇସହାକ ନାମକ ଜଣେ ପୁତ୍ର ଥିଲେ” I ଏହାକୁ ତୁମେ ଭିନ୍ନଭାବରେ ଅନୁବାଦ କରିପାରିବ I ତୁମେ ଏଠାରେ ଯେଉଁଭଳି ଭାବେ ଅନୁବାଦ କରିପାର, ଯୀଶୁଙ୍କ ପୂର୍ବପୁରୁଷମାନଙ୍କର ଯେଭଳି ତାଲିକା ଅଛି ସେହିପରି ଅନୁବାଦ କରିବା ଉତ୍ତମ ହେବ I

Isaac the father ... Jacob the father

ଏଠାରେ “ଥିଲେ” ଶବ୍ଦ ବୁଝିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଇସହାକ ପିତା ଥିଲେ ... ଯାକୁବ ପିତା ଥିଲେ (ଦେଖ: rc://*/ta/man/translate/figs-ellipsis)