or_tn/luk/24/49.md

1.4 KiB

I am sending upon you the promise of my Father

ମୋହର ପିତା ତୁମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଛନ୍ତି ତାହା ମୁଁ ତୁମ୍ଭମାନଙ୍କୁ ଦେବି I ଈଶ୍ୱର ପବିତ୍ରଆତ୍ମାଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ I ଏହାକୁ UST ସ୍ପଷ୍ଟ କରିଥାଏ I (ଦେଖ: rc://*/ta/man/translate/figs-explicit)

Father

ଏହା ଈଶ୍ୱରଙ୍କ ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

you are clothed with power

ବସ୍ତ୍ରଗୁଡିକ ଯେପରି ଜଣେ ଲୋକକୁ ଆଚ୍ଛାଦିତ କରିଥାଏ, ଠିକ ସେହି ପ୍ରକାରେ ଈଶ୍ୱରଙ୍କ ଶକ୍ତି ସେମାନଙ୍କୁ ଆଚ୍ଛାଦିତ କରିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶକ୍ତି ଗ୍ରହଣ କର"" (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-activepassive]])

from on high

ଉର୍ଦ୍ଧ୍ୱରୁ କିମ୍ବା “ଈଶ୍ୱରଙ୍କଠାରୁ”