or_tn/luk/24/38.md

1.2 KiB

Why are you troubled?

ସେମାନଙ୍କୁ ସାନ୍ତ୍ୱନା ଦେବାପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଭୟଭୀତ ହୁଅ ନାହିଁ"" (ଦେଖ: rc://*/ta/man/translate/figs-rquestion)

Why do doubts arise in your heart?

ସେମାନଙ୍କୁ ମୃଦୁ ଭାବରେ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ସେ ଯେ ଜୀବିତ ଅଟନ୍ତି ତାହା ସନ୍ଦେହ ନ କରିବା ପାଇଁ ଯୀଶୁ ସେମାନଙ୍କୁ କହୁଥିଲେ I “ହୃଦୟ” ଶବ୍ଦ ଜଣେ ମନୁଷ୍ୟର ମନକୁ ବୁଝାଇବା ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନରେ ସନ୍ଦେହ କର ନାହିଁ ! କିମ୍ବା “ସନ୍ଦେହ କରିବା ବନ୍ଦ କର” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-metonymy]])