or_tn/luk/24/36.md

1.2 KiB

General Information:

ଯୀଶୁ ଶିଷ୍ୟମାନଙ୍କୁ ଦେଖାଦେଲେ I ଯେତେବେଳେ ସେହି ଦୁଇଜଣ ଲୋକ ପୂର୍ବରୁ ଏଗାରଜଣ ରହୁଥିବା ସେହି ଗୃହରେ ପହଞ୍ଚିଲେ, ଯୀଶୁ ସେମାନଙ୍କ ସହିତ ନ ଥିଲେ I

Jesus himself

“ସେ ନିଜକୁ” ଶବ୍ଦ ଯୀଶୁଙ୍କ ଉପରେ ଏବଂ ଯୀଶୁ ନିଜେ ସେମାନଙ୍କୁ ଦର୍ଶନ ଦେବାର ଆଶ୍ଚର୍ଯ୍ୟ ବିଷୟ ଉପରେ ଧ୍ୟାନ କେନ୍ଦ୍ରୀତ କରେ I ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂନରୁତ୍ଥାନ ପରେ ତାଙ୍କୁ ଦେଖି ନ ଥିଲେ I (ଦେଖ: rc://*/ta/man/translate/figs-rpronouns)

in the midst of them

ସେମାନଙ୍କ ମଧ୍ୟରେ

Peace be to you

ତୁମ୍ଭେମାନେ ଶାନ୍ତି ପାଅ କିମ୍ବା “ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତି ଦିଅନ୍ତୁ!"" “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: rc://*/ta/man/translate/figs-you)