or_tn/luk/24/35.md

961 B

Then they told

ତେଣୁ ଦୁଇଜଣ ଲୋକ ସେମାନଙ୍କୁ କହିଲେ

the things that happened on the way

ଏହା ଯୀଶୁ ସେମାନଙ୍କ ନିକଟରେ ଦର୍ଶନ ଦେବା ବିଷୟକୁ ସୂଚାଏ ଯେତେବେଳେ ସେମାନେ ଇମ୍ମାୟୁ ଗ୍ରାମକୁ ଯିବା ପଥରେ ଥିଲେ I

how Jesus was made known to them

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ କିପରି ଯୀଶୁଙ୍କୁ ଚିହ୍ନିଲେ” (ଦେଖ: rc://*/ta/man/translate/figs-activepassive)

in the breaking of the bread

ଯେତେବେଳେ ଯୀଶୁ ରୋଟୀ ଭାଙ୍ଗିଲେ କିମ୍ବା “ଯେତେବେଳେ ଯୀଶୁ ରୋଟିକୁ ଖଣ୍ଡ ଖଣ୍ଡ କଲେ”