or_tn/luk/24/32.md

1.7 KiB

Was not our heart burning ... the scriptures?

ଯୀଶୁଙ୍କ ସହିତ ସେମାନଙ୍କ ସାକ୍ଷାତ କେତେ ଯେ ଆଶ୍ଚର୍ଯ୍ୟଜନକ ଥିଲା ସେସମ୍ପର୍କରେ ଗୁରୁତ୍ଵ ଦେବା ନିମନ୍ତେ ସେମାନେ ଗୋଟିଏ ପ୍ରଶ୍ନ ବ୍ୟବହାର କଲେ I ଯୀଶୁଙ୍କ ସହିତ ସେମାନେ କଥାବାର୍ତ୍ତା କଲାବେଳେ ଯେଉଁ ଗଭୀର ଭାବଗୁଡିକର ସମ୍ମୁଖିନ ହେଉଥିଲେ ତାହା ସମ୍ପର୍କରେ ଏପରି କୁହାଯାଏ ଯେ ସତେ ଯେପରି ସେମାନଙ୍କ ଅନ୍ତର ମଧ୍ୟରେ ଏକ ଅଗ୍ନି ପ୍ରଜ୍ବଳିତ ହେଉଥିଲା I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ ଉତ୍ତପ୍ତ ହେଉଥିଲା ... ଧର୍ମଶାସ୍ତ୍ର I"" (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-rquestion]])

while he opened to us the scriptures

ଯୀଶୁ କୌଣସି ପୁସ୍ତକ ବା ନଳାକାର ପୁସ୍ତକ ଖୋଲି ନ ଥିଲେ I “ଖୋଲିଲେ” ସେମାନଙ୍କର ବୋଧ ଜ୍ଞାନକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ"" କିମ୍ବା “ଯେତେବେଳେ ସେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝିବା ପାଇଁ ସକ୍ଷମ କଲେ"" I